Jump to content

ତଃ ପଃ

ଉଇକିଅଭିଧାନ‌ରୁ

ତଃ ପଃ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ ସାଙ୍କେତିକ (ସଂସ୍କୃତ - ତତ୍ ପଶ୍ଚିମ ଶବ୍ଦର ସାଙ୍କେତିକ)

[ସମ୍ପାଦନା]

ଭଊଁରିଆରେ ବ୍ୟବହୃତ କୌଣସି ଜମିର ପଶ୍ଚିମରେ ଥିବା ଜମିକୁ ନିର୍ଦ୍ଦେଶ କରିବାର ସାଙ୍କେତିକ ଚିହ୍ନ — An abbreviation appended to the plot- number in a field-book to denote the position of the plot lying to the west of the previous plot of land.