Jump to content

ତଅଁରା

ଉଇକିଅଭିଧାନ‌ରୁ

ତଅଁରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନୀଚଜାତୀୟ ତନ୍ତିବିଶେଷ; ତଉଁଳା — A class of low-caste weavers who weave coarse cloth.

[ଦ୍ରଷ୍ଟବ୍ୟ —ଏମାନେ ମୋଟା ଲୁଗା ବୁଣନ୍ତି; ଏମାନଙ୍କ ବୁଣିବା ଲୁଗାକୁ 'ତଉଁରି ଲୁଗା' କହନ୍ତି]