ତଇ

ଉଇକିଅଭିଧାନ‌ରୁ

ତଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତପ୍ ଧାତୁ)[ସମ୍ପାଦନା]

ଚଟକା ତଳବିଶିଷ୍ଟ କରେଇ, ଯହିଁରେ ଆମାଲୁ, ମାଲପୁଆ, ଜିଲିବି ଆଦି ଛଣାଯାଏ — A falt-bottomed and shallow frying pan.