Jump to content

ତଉଲିବା

ଉଇକିଅଭିଧାନ‌ରୁ

ତଉଲିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ତଉଲା(ଲେ)ଇବା—ଣିଜନ୍ତ]

ଦେଶଜ - କ୍ରି. (ସଂସ୍କୃତ - ତୁଳ୍ ଧାତୁ)

[ସମ୍ପାଦନା]

ତୌଲିବା; ତୁଳିବା; ଓଜନ କରିବା — To weigh in the scale.

ଏହି ଦଣ୍ଡେ ଧାତା ତଉଲନ୍ତି ଅବା ନରଭାଗ୍ୟ ମହୀତଳେ ରାଧାନାଥ, ପାର୍ବତୀ