ତକତ

ଉଇକିଅଭିଧାନ‌ରୁ

ତକତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଖ୍ତ୍= ସିଂହାସନ)[ସମ୍ପାଦନା]

୧. ଆପଣାର ଉପଯୁକ୍ତ ସ୍ଥାନ — ୧. One's proper place.
୨. ରାଜସିଂହାସନ —୨. Throne.
୩. କ୍ଷମତା —୩. Power.
୪. ମଧ୍ୟସ୍ଥଳ —୪. Centre; central place.

(ଯଥା—ରାମ ସାହୁର ବିଲଟା ଦି ଜୋଡ଼ର ତକତରେ ଅଛି)

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. ଉପଯୁକ୍ତ —୧. Proper.

(ଯଥା—ଗୁଳାଟ! ବାଘର ବେଶ ତକତ ଜାଗାରେ ବସିଥିଲା)

୨. ମଧ୍ୟସ୍ଥ; ସନ୍ଧିସ୍ଥ —୨. Middle; central.

(ଯଥା—କୁଅଟାକୁ ଗ୍ରାମର ଏପରି ତକତ ସ୍ଥାନରେ ଖୋଳିଥିବ, ଯେପରି କି ଗ୍ରାମର ସମସ୍ତ ଲୋକ ତହିଁରୁ ପାଣି ବ୍ୟବହାର କରି ପାରିବେ)