ତଚ୍ଛୁଦାନ
ଦେଖଣା
ତଚ୍ଛୁଦାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଚ୍ଛୁଦାନ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚକ୍ଷୂର୍ଦାନ)
[ସମ୍ପାଦନା]ଦେବପ୍ରତିମାମାନଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଖିକୁ ଚିତ୍ରଣ କରିବା ବିଧି — The painting of the eyes in an image just before the rite of giving life to it.
[ ଦ୍ର—ପ୍ରାଣପ୍ରତିଷ୍ଠା ପୂର୍ବରୁ ନିର୍ମିତ ପ୍ରତିମାର ଦେହରେ ଚିତ୍ରକାରର ଏହାହିଁ ଶେଷ କାର୍ଯ୍ୟ ପ୍ରତିମାର ସବୁ ଅଙ୍ଗ ତିଆରି ସରିବା ପରେ ଆଖିର ଚିତ୍ରଣ କରାଯାଏ ତଚ୍ଛୂଦାନ ହେବା ପରେ ପ୍ରତିମାର ମନ୍ତ୍ରଦ୍ୱାରା ଜୀବନ୍ୟାମ କରାଯାଏ ]