ତଜ୍‌ବିଜ୍

ଉଇକିଅଭିଧାନ‌ରୁ

ତଜ୍‌ବିଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

୧. ନିର୍ଣ୍ଣୟ; ଫଏସଲ — ୧. Decision.
୨. ରାୟ; ବିଚାର — ୨. Judgment; trial.
୩. ବିବେଚନା —୩. Consideration.
୪. ବନ୍ଦୋବସ୍ତ — ୪. Settlement; arrangement.
୫. ଗବେଷଣା; ଆଲୋଚନା — ୫. Investigation; enquiry.
୬. ପରୀକ୍ଷା —୬. Examination; test.