ତଟ

ଉଇକିଅଭିଧାନ‌ରୁ

ତଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତଟା, ତଟୀ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତଟ୍ ଧାତୁ=ଉନ୍ନତ ହେବା+କର୍ତ୍ତୃ. ଅ)[ସମ୍ପାଦନା]

୧. ନଦୀ ଆଦିର କୂଳ; ତୀର — ୧. Shore; bank; strand.
୨. ଢାଲୁ; ଗଡ଼ନ୍ତି —୨. Declivity; slope.
୩. ପର୍ବତ ଉପରିସ୍ଥ ଉଚ୍ଚ ସମତଳ ଭୂମି —୩. Plateau.
୪. ଅତଡ଼ା —୪. Precipice, steep edges.
୫. ନୈକଟ୍ୟ; ପାଖ —୫. Closeness; proximity.

ତହୁଁ କି ବିଷମଭାବ ତର୍କିଲା ମୋ ଚାଟୁଶ୍ରବ ତଟକୁ ଘଟନ୍ତେ ଅବ ଧାନ ବିନା ହସିଲା—କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ

୬. ଆକାଶ —୬. The sky (Apte)
୭. ଦିଗ୍ୱଳୟ —୭. Horizon.