ତଡ଼ାଗ

ଉଇକିଅଭିଧାନ‌ରୁ

ତଡ଼ାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତଡ଼୍ ଧାତୁ=ଆଘାତ କରିବା+ କର୍ତ୍ତୃ. ଆଗ)[ସମ୍ପାଦନା]

ବୃହତ୍ ପୁଷ୍କରିଣୀ —Tank; large pond.

[ଦ୍ରଷ୍ଟବ୍ୟ —୨ ହାତ ଦୀର୍ଘ ଓ ପ୍ରସ୍ଥ ଥିବା ଚତୁରସ୍ର ଜଳାଶୟକୁ ତଡ଼ାଗ ବୋଲାଯାଏ—ବଶିଷ୍ଟସଂହିତା; ଯେଉଁ ପୋଖରୀରେ ପଦ୍ମଆଦି ଜଳଜ ଗୁଳ୍ମମାନ ଉଠିବା ଭଳି ଗଭୀର ଜଳ ଥାଏ—ଆପ୍ତେ]