ତଡ଼ାତଡ଼ି
ଦେଖଣା
ତଡ଼ାତଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଡ଼ାତଡ଼ି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଡ଼ନ)
[ସମ୍ପାଦନା]- ୧. ଗଛ ଆଦିରେ ମୂଳକୁ ଖୋଳିବା —୧. Uprooting of trees etc.
- ୨. ଅନ୍ୟୋନ୍ୟରେ ଠେଲାଠେଲି —୨. Jostling.
- ୩. ପରସ୍ପର ଠେଁସାଠେସି ହୋଇ କଥା ଭାଷା କରିବା —୩. Quarrelling with each other during conversation.
- ୪. ଦୂର କରିଦେବା —୪. Driving away.
- ୫. (ବହୁବଚନ) ଠେଙ୍ଗା ବାଡ଼ି ଆଦି ବହୁ ପ୍ରହରଣାସ୍ତ୍ର — ୫. Sticks and cudgles.
ଦେଶଜ - ବିଶେଷଣ -
[ସମ୍ପାଦନା]ପରସ୍ପରକୁ ଠେଲୁଥିବା — Pushing each other.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ତଡ଼ବଡ଼ି; ତ୍ୱରିତଭାବେ; ତୁରନ୍ତ — In a hurry.