Jump to content

ତଡ଼ି

ଉଇକିଅଭିଧାନ‌ରୁ

ତଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତଡ଼୍ ଧାତୁ=ଆଘାତ କରିବା+ ଭାବ. ଇ)

[ସମ୍ପାଦନା]
୧. ଆଘାତ —୧. Stroke.
୨. ପ୍ରହାର —୨. Beating.

===ବିଶେଷଣ - (+ କର୍ତ୍ତୃ. ଇ)

ଆଘାତକାରୀ —Striking.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଟ)

[ସମ୍ପାଦନା]

ତୀର; କୂଳ — Shore; strand.