ତଡ଼ିତ୍ୱାନ୍

ଉଇକିଅଭିଧାନ‌ରୁ

ତଡ଼ିତ୍ୱାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ (ତଡ଼ିତ୍+ଅଛି ଅର୍ଥରେ. ବତ୍)[ସମ୍ପାଦନା]

୧. ମେଘ — ୧. Clouds.
୨. ଘଡ଼ଘଡ଼ଯୁକ୍ତ ମେଘ — ୨. The thunder clouds.
୩. ମସ୍ତକ —୩. Head.
(ତ଼ଡ଼ିତ୍ୱତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ[ସମ୍ପାଦନା]

୧. ତଡ଼ିତ୍ଗର୍ଭ (ଦେଖ) - ୧. Taṟḍ̠it garbha (See)