ତଣ୍ଟା
ଦେଖଣା
ତଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଙ୍କଟ; ସଂସ୍କୃତ - ଦାନ୍ତି=ଦମନ)
[ସମ୍ପାଦନା]- ୧. ଗୋଳମାଳ; ଅଡ଼ୁଆ; ପ୍ରପଞ୍ଚ — ୧. Complication; confusion.
- ୨. ସଙ୍କଟ; ଆପଦ —୨. Danger; trouble; risk.
- ୩. ଅକଳ —୩. Fix; awkward position.
- ୪. ଉଭୟସଙ୍କଟ —୪. Dilemma.
ଅନୁବାଦ
[ସମ୍ପାଦନା]- ୫. ଦାୟିତ୍ୱ —୫. Responsibility.
- ୬. ତେଣ୍ଟା — ୬. Harpoon.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଟୋଟା; କାର୍ତ୍ତୁଜ — Cartridge.