Jump to content

ତଣ୍ଟିରେ ଲାଗିବା

ଉଇକିଅଭିଧାନ‌ରୁ

ତଣ୍ଟିରେ ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଖାଦ୍ୟଦ୍ରବ୍ୟ ଆଦି) କଣ୍ଠନାଳୀରେ ଅଟକିବା —To stick in the throat.

(ଯଥା—ଲୌକିକ ବିଶ୍ୱାସ ଯେ, କେହି ଦୂରସ୍ଥ ପ୍ରିୟ ବ୍ୟକ୍ତି ମନୁଷ୍ୟକୁ ସ୍ମରଣ କଲେ, ସେହି ସମୟରେ ସ୍ମୃତ ବ୍ୟକ୍ତିର ତଣ୍ଟିରେ ଖାଦ୍ୟାଦି ଅଟକିଯାଏ)