ତଣ୍ଡାତଣ୍ଡି

ଉଇକିଅଭିଧାନ‌ରୁ

ତଣ୍ଡାତଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଧନ ଅପବ୍ୟୟ କରିବା ବା ତଣ୍ଡ ଦେବାର — ୧. Incurring of unnecessary heavy expenses.
୨. ଜବରଦସ୍ତ ଧନ ନେବା —୨. Extortion.