Jump to content

ତତଲା

ଉଇକିଅଭିଧାନ‌ରୁ

ତତଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ଶୂଦ୍ରଭାଷା) ବିଶେଷଣ - (ସଂସ୍କୃତ - ତପ୍ତ)

[ସମ୍ପାଦନା]
୧. ଉଷ୍ଣ; ଗରମ; ତବତ; ତପ୍ତ — ୧. Hot; warm.

ଏହା ସେହିପରି ତତଲା ନିଶ୍ୱାସ ଫକୀରମୋହନ, ଛମାଣ, ଆଠଗୁଣ୍ଠ

୨. ଗରମ କରା ଯଇଥିବା; ଉତ୍ତାପିତ — ୨. Heated; warmed.