Jump to content

ତତା

ଉଇକିଅଭିଧାନ‌ରୁ

ତତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତତ୍ ଧାତୁର ତପ୍ତ)

[ସମ୍ପାଦନା]

ତତାଇବାର କାର୍ଯ୍ୟ — The ect of heating.

ଦେଶଜ - ବିଶେଷଣ -

[ସମ୍ପାଦନା]

ଉଷ୍ଣ; ତାତିଥିବା; ତତଲା —Heated.