Jump to content

ତତି

ଉଇକିଅଭିଧାନ‌ରୁ

ତତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ ଧାତୁ=ବିସ୍ତାର+ଭାବ .ତି)

[ସମ୍ପାଦନା]
୧. ବିସ୍ତାର; ବିସ୍ତୃତି —୧. EXtension; extent.
୨. ଧାଡ଼ି —୨. Line; row.
୩. ଶ୍ରେଣୀ —୩. Class.
୪. ସମୂହ —୪. Multitude.

ଗୁରୁଜନ ତତି ଜାଣିଲେ କି ଗତି ଅଷ୍ଟ ଦୁର୍ଗପତି କହେ କବିସୂର୍ଯ୍ୟ. କିଶୋରଚମ୍ପୁ