Jump to content

ତତ୍କ୍ରିୟ

ଉଇକିଅଭିଧାନ‌ରୁ

ତତ୍କ୍ରିୟ

ଉଚ୍ଚାରଣ

[ସମ୍ପାଦନା]

(ତତ୍କିୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ତତ୍+କ୍ରିୟା)

[ସମ୍ପାଦନା]
୧. ବିନା ଦରମାରେ ଯେ କାମ କରେ — ୧. Working without any pay or remunaration.
୨. ସେହି କର୍ମକାରୀ —୨. Doing that work.
୩. ସେହିନ୍ଦୀ - ବ୍ୟବସାୟୀ — ୩. Following that profession.