Jump to content

ତତ୍ତ୍ୱଜିଜ୍ଞାସୁ

ଉଇକିଅଭିଧାନ‌ରୁ

ତତ୍ତ୍ୱଜିଜ୍ଞାସୁ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Tattwajijn̄āsu
  • ଆଇ.ପି.ଏ. — tˈɔ tˈɔ hˈʌlˈʌntɔ tˈɔ hˈʌlˈʌntɔ lˈetəbˈiːʃˈatoˈekˈo ɟˈɔ hɾˌɔʃʃoˈikaɾ ɟˈɔ hˈʌlˈʌntɔ ˈiŋɔ̃ ˈakaɾ dˌonteʃʃˈɔ hɾˈɔʃʃoˌukaɾ

ସଂସ୍କୃତ - ବିଶେଷଣ - (ତତ୍ତ୍ୱ+ଜିଜ୍ଞାସୁ)

[ସମ୍ପାଦନା]
୧. ବ୍ରହ୍ମ ବା ପାରମାର୍ଥିକ ବିଷୟ ଜାଣିବାକୁ ଇଚ୍ଛୂକ —୧. Desirous of knowing the first principles; thirsting after true knowledge; enquiring after the truth.
୨. ପ୍ରକୃତ କଥା ଜାଣିବାକୁ ଇଚ୍ଛୂକ —୨. Desiring to know the truth of some matter.