Jump to content

ତତ୍ତ୍ୱଜ୍ଞ

ଉଇକିଅଭିଧାନ‌ରୁ

ତତ୍ତ୍ୱଜ୍ଞ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ତତ୍ତ୍ୱ+ଜ୍ଞା ଧାତୁ, ଜାଣିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ବ୍ରହ୍ମବିଷୟକ ଜ୍ଞାନଲାଭ କରିଅଛି; ବ୍ରହ୍ମଜ୍ଞ — ୧. Acquainted with the truth; having. acquired true knowledge.
୨. ଦର୍ଶନଶାସ୍ତ୍ରଜ୍ଞ — ୨. Philosopher; versed in Philosophy.
୩. କୌଣସି ବିଷୟର ମର୍ମଜ୍ଞ —୩. Acquainted with the true facts and circumstances of a matter.
୪. ଯେ ସତ୍ୟକୁ ଜାଣେ —୪. Knowing the truth.