Jump to content

ତତ୍ତ୍ୱବିଦ୍

ଉଇକିଅଭିଧାନ‌ରୁ

ତତ୍ତ୍ୱବିଦ୍

ଉଚ୍ଚାରଣ

[ସମ୍ପାଦନା]

(ତତ୍ତ୍ୱବେତ୍ତା—ଅନ୍ୟରୂପ)

ସଂସ୍କୃତ - ବିଣ—(ତତ୍ତ୍ୱ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍; ତତ୍ତ୍ୱବିତ୍; ୧ମା. ୧ବ)

[ସମ୍ପାଦନା]

ତତ୍ତ୍ୱଦର୍ଶୀ (ଦେଖ) - Tattwadarṡī (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପରମେଶ୍ୱର —୧. God.
୨. ଦର୍ଶନଶାସ୍ତ୍ରରେ ପଣ୍ଡିତ —୨. Philosopher.