Jump to content

ତତ୍ତ୍ୱାବଧାରକ

ଉଇକିଅଭିଧାନ‌ରୁ

ତତ୍ତ୍ୱାବଧାରକ

ଉଚ୍ଚାରଣ

[ସମ୍ପାଦନା]
(ତତ୍ତ୍ୱାବଧାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତତ୍ତ୍ୱ+ଅବଧାରକ)

[ସମ୍ପାଦନା]

କୌଣସି ତତ୍ତ୍ୱ ନିର୍ଣ୍ଣୟ କରିବା ଲୋକ — Ascertaining the truth.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାର୍ଯ୍ୟର ଅଧ୍ୟକ୍ଷ; ମାନେଜର; ପରିଚାଳକ — Superintendent; manager.