Jump to content

ତତ୍ତ୍ୱ କରିବା

ଉଇକିଅଭିଧାନ‌ରୁ

ତତ୍ତ୍ୱ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚେତିବା; ହେଜିବା — ୧. To keep in mind.
୨. ହେତୁ କରିବା; ଦୃଢ଼ଭାବରେ ଚିନ୍ତା କରିବା — ୨. To ponder seriously.
୩. (କୌଣସି ଉପଦେଶାଦି) ଘେନା; କରିବା — ୩. To accept; to attend to; (an advice).

(ଯଥା—ତୁ ବର୍ତ୍ତମାନ ସଂସାର ଲୋଭରେ ପଡ଼ି ମୋ ଉପଦେଶକୁ ତତ୍ତ୍ୱ କରୁ ନାହୁ; ମୃତ୍ୟୁ ଶଯ୍ୟାରେ ଛଟପଟ ହୋଇ ମରିବୁ ସିନା? ସେତେବେଳେ ବଳେ ତତ୍ତ୍ୱ କରିବୁ ଯେ !)