ତତ୍ତ୍ୱ ପାଇବା
ଦେଖଣା
ତତ୍ତ୍ୱ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତତ୍ତ୍ୱ ପାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶିକ୍ଷା ପାଇବା — ୧. To learn a lesson; to get a lesson.
- ୨. ଗୂଢ଼ ମର୍ମ ବୁଝିବା —୨. To arrive at the true knowledge of a matter.
- ୩. (କନ୍ୟା) ଯୁବତୀ ଅବସ୍ଥାରେ ପ୍ରାପ୍ତି ହେବା — ୩. (a girl) To attain maturity.