Jump to content

ତତ୍ପର

ଉଇକିଅଭିଧାନ‌ରୁ

ତତ୍ପର

ଉଚ୍ଚାରଣ

[ସମ୍ପାଦନା]

(ତତ୍ପର—ଅନ୍ୟରୂପ)

(ତତ୍ପରା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ତତ୍+ପର; ୭ମୀ ତତ୍)

[ସମ୍ପାଦନା]
୧. ଯତ୍ନବାନ; ବ୍ୟଗ୍ର — ୧. Intent on, bent upon.
୨. ଏକମାତ୍ର ସେହି ବିଷୟରେ ନିବିଷ୍ଟ — ୨. Occupied with that only.