Jump to content

ତତ୍ପୁରୁଷ

ଉଇକିଅଭିଧାନ‌ରୁ

ତତ୍ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

(ତତ୍ପୁରୁଷ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)

[ସମ୍ପାଦନା]
୧. ୨ୟା, ୩ୟା, ୫ମୀ, ୬ଷ୍ଠୀ ଓ ୭ମୀ କାରକଯୁକ୍ତ ସମାସ —(grammar) Name of a class of juxtapositional or determinative compounds by which two words are joined together to form one.


[ଦ୍ରଷ୍ଟବ୍ୟ — ତତ୍ପୁରୁଷ ସମାଜରେ ଉତ୍ତରପଦ ବା ଦ୍ୱିତୀୟପଦର ଅର୍ଥର ପ୍ରାଧାନ୍ୟ ସୁଚିତ ହୁଏ, କିନ୍ତୁ ଦ୍ୱିତୀୟ ପଦର ଅର୍ଥ ପ୍ରଥମ ପଦଦ୍ୱାରା ନିଯନ୍ତ୍ରିତ ବା ସଂଜ୍ଞିତ ହୁଏ]

୨. ପରମପୁରୁଷ; ପରମେଶ୍ୱର —୨. God.