Jump to content

ତତ୍ର

ଉଇକିଅଭିଧାନ‌ରୁ

ତତ୍ର

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ଅତ୍ର)

  • (file)

ସଂସ୍କୃତ - ଅ (ତଦ୍+ସ୍ଥାନାଧିକରଣ ଅର୍ଥରେ. ତ୍ର)

[ସମ୍ପାଦନା]
୧. ସେଠାରେ — ୧. There.
୨. ସେ ବିଷୟରେ —୨. In that matter.

ଦେଶଜ - ଅ

[ସମ୍ପାଦନା]

ତେତେ —So much.

'ଯନ୍ତ୍ର ଆୟ ତକ୍ର ବ୍ୟୟ'—ତମାଳୀ