Jump to content

ତତ୍ରଭବାନ୍

ଉଇକିଅଭିଧାନ‌ରୁ

ତତ୍ରଭବାନ୍

ଉଚ୍ଚାରଣ

[ସମ୍ପାଦନା]
(ତତ୍ରଭବତୀ—ସ୍ତ୍ରୀ) 

(ଅତ୍ରଭବାନ୍—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାନ୍ୟାର୍ଥ ପ୍ରୟୋଗ; ଅନ୍ୟ ବ୍ୟକ୍ତିଙ୍କ ନାମ ପୂର୍ବରେ ଲାଗେ; ତତ୍ର+ଭବାନ୍)

[ସମ୍ପାଦନା]
୧. ସେ ମହାଶୟ —୧. His honour.
୨. ମାନନୀୟ; ମାନ୍ୟାପ୍ପଦ; ମାନ୍ୟବର — ୨. The revered (so and so).

(ଯଥା—ତତ୍ରଭବାନ୍ ଗୁରୁଦେବ ନବଦ୍ୱୀପ ଗମନ କରିଅଛନ୍ତି)

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଓ ଅତ୍ରଭାବାନ୍ (= ଏ ମହାଶୟ) ଶବ୍ଦ ଓଡ଼ିଆରେ କ୍ୱିଚିତ ବ୍ୟବହୃତ ହେବାର ଦେଖାଯାଏ]