ତତ୍ସମ
ତତ୍ସମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ତତ୍+ସମ)
[ସମ୍ପାଦନା]ତାହାପରି; ତାଦୃଶ; ତତ୍ତୁଲ୍ୟ — Like that; resembling that.
ଦେଶଜ - ବିଶେଷ୍ୟ - ଓ ବିଣ— (ଅଭିଧାନକାରଙ୍କ ପରିଭାଷା)
[ସମ୍ପାଦନା]ଯେଉଁ ସବୁ ଓଡ଼ିଆ ଶବ୍ଦ, ସଂସ୍କୃତ ଶବ୍ଦର ମୁଳ ପିଣ୍ଡ ବା ପ୍ରଥମା ବିଭକ୍ତି ବା ଅନ୍ୟ କୌଣସି ବିଭକ୍ତ୍ୟନ୍ତ ଶବ୍ଦର ଆକାର ଧାରଣ କରି ଓଡ଼ିଆର ମୁଳଶବ୍ଦରୂପେ ବ୍ୟବହୃତ — (lexicographer's phraseology) The class of oria words which have retaind the original sanscrit root words or infficted.
[ଦ୍ରଷ୍ଟବ୍ୟ — ସଂସ୍କୃତ ଶବ୍ଦ୍ର ମୁଳ ପିଣ୍ଡ ସଙ୍ଗେ ଓଡ଼ିଆ ବିଭକ୍ତି ଯୋଗ କରାଯାଇ ବ୍ୟବହୃତ ଶବ୍ଦ, ଯଥା— ନର, ପର୍ବତ, ଗୃହ, ବଂଶ ସଂସ୍କୃତ ଶବ୍ଦର ପ୍ରଥମା ବିଭକ୍ତ୍ ଏକ ବଚନର ଆକାର ଧାରଣ କରି ମୂଳ ଶବ୍ଦରୂପେ ବ୍ୟବହୃତ ଶବ୍ଦ, ଯଥା—ରାଜା , ବିଦ୍ୱାନ, ପ୍ରଶାନ୍ତ— ଚେତାଃ ସୁନ୍ଦରୀ ସଂସ୍କୃତ ଶବ୍ଦର ବହୁବଚନର ଆକାର ଧାରଣ କରି ମୁଳ ଶବ୍ଦ ରୂପେ ବ୍ୟବହୃତ ଶବ୍ଦ, ଯଥା—ଗୁଣବନ୍ତ, ଭାଗ୍ୟବନ୍ତ ସଂସ୍କୃତ ଶବ୍ଦର ଅନ୍ୟ ବିଭକ୍ତ୍ୟନ୍ତ ଶବ୍ଦର ଆକାର ଧାରଣ କରି ମୁଳ ପିଣ୍ଡ ରୂପେ ବ୍ୟବହୃତ, ଯଥା— ତତପରେ, ତତକ୍ଷଣେ ଏହି ଶ୍ରେଣୀର ଶବ୍ଦମାନଙ୍କୁ ଏ ଭାଷାକୋଷରେ ସଂସ୍କୃତ (ସାଙ୍କେତିକ ଚିହ୍ନ ସଂ) ରୂପେ ଶ୍ରେଣୀ ବିଭାଗ କରାଯାଇଛି ]