Jump to content

ତତ୍ସ୍ୱରୁପ

ଉଇକିଅଭିଧାନ‌ରୁ

ତତ୍ସ୍ୱରୁପ

ଉଚ୍ଚାରଣ

[ସମ୍ପାଦନା]
(ତତ୍ସ୍ୱରୁପା—ସ୍ତ୍ରୀ) 

(ତତ୍ସ୍ୱରପତା—ବି)

ସଂସ୍କୃତ - ବିଶେଷଣ - (ତତ୍+ ସ୍ୱରୁପ)

[ସମ୍ପାଦନା]
୧. ତାହାଙ୍କ ପରି — ୧. Similar to him.
୨. ତାହାଙ୍କ ପ୍ରତିନିଧି — ୨. His representative; his substitute; representing him or her.
୩. ଅବିକଳ —୩. Exactly similar; resembling it him or her.


ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତାହାର ନିଜର ପ୍ରକୃତ ରୂପ — His (her or its) actual from.