Jump to content

ତଥାଚ

ଉଇକିଅଭିଧାନ‌ରୁ

ତଥାଚ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ତଥା+ଚ)

[ସମ୍ପାଦନା]
୧. ଏବଂ; ପୁନଶ୍ଚ —୧. And; also.
୨. ତେବେ ସୁଦ୍ଧା; ତତ୍ରାପି; ତେବେହେଁ — ୨. Even so; even then; not withstanding yet; neverthless; still.