Jump to content

ତଥାପି

ଉଇକିଅଭିଧାନ‌ରୁ

ତଥାପି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)
  • (file)

ସଂସ୍କୃତ - ଅ. (ତଥା+ଅପି)

[ସମ୍ପାଦନା]
୧. ତେବେ ସୁଦ୍ଧା — ୧. Even then; neverthless.
୨. ଏବେସୁଦ୍ଧା —୨. Even now.

ଥାପିରେ କହ ତଥାପିରେ ପ୍ରିୟସଖି, ଥିବା କି ଛାଡ଼ିବା ପ୍ରାଣ— କବିସୂର୍ଯ୍ୟ. କିଶୋରୀଚମ୍ପୂ