Jump to content

ତଥାସ୍ତୁ

ଉଇକିଅଭିଧାନ‌ରୁ

ତଥାସ୍ତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ତଥା=ସେହିପରି+ଅସ୍ତୁ=ହେଉ; ସ୍ୱୀକାର ଓ ଆଶୀର୍ବାଦାର୍ଥକ ବାକ୍ୟ, ଅବ୍ୟୟରୂପେ ବ୍ୟବହୃତ)

[ସମ୍ପାଦନା]

ହେଉ; ତାହା ହେଉ —Be it so; amen; so it be.

ଚରିଲେ ବ୍ୟାସ ମଧ୍ୟ ମଧ୍ୟ ଗ୍ରନ୍ଥଗ୍ରନ୍ଥି 'ତଥାସ୍ତୁ' ବୋଲି ଲେଖି ବସିଲେ ଗଣପତି କୃଷ୍ଣସିଂହ. ମହାଭାରତ. ଆଦି