ତଥି
ଦେଖଣା
ତଥି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. ବିଶେଷଣ - (ସଂସ୍କୃତ - ତତ୍ହି ବା ତଥାହି ବା ତତ୍ରହିରୁ) (ପଦ୍ୟରେ ବ୍ୟବହୃତ)
[ସମ୍ପାଦନା]- ୧. ସେଠାରେ —୧. There.
- ୨. ତହିଁରେ —୨. In that.
- ୩. ତହିଁ; ତହିଁରେ —୩. Of that.
ତିନିଗାର ତିଥିତଳେ ହୋଇଛି ପ୍ରମାଣ ଶ୍ରୀ ଗୁଭକ୍ତିଗୀତ
ଦେଶଜ - ସର୍ବନାମ
[ସମ୍ପାଦନା]ତାହା —That.
ତଥି ଉପରେ ଚଢ଼ିଲେ ମାଧୋଇ ଚନୈଦାସ. ଗୋପୀଭାଷା