Jump to content

ତଥିପରେ

ଉଇକିଅଭିଧାନ‌ରୁ

ତଥିପରେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. ବିଶେଷଣ - (ସଂସ୍କୃତ - ତତ୍ର ଓ ପର ଶବ୍ଦରୁ) (ପଦ୍ୟରେ ବ୍ୟବହୃତ)

[ସମ୍ପାଦନା]
୧. ତହିଁ ଉତ୍ତାରୁ — ୧. After that.
୨. ତହିଁ ଉପରେ —୨. Over that.

ତଥିପରେ ବସଇ ପ୍ରମୋଦଭରେ ମଧୂସୂଧନ. ଉତ୍ତରରାମଚରିତ