ତଥେବ
ଦେଖଣା
ତଥେବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. ବିଶେଷଣ - (ତଥା+ଇବ=ସେହିପରି)
[ସମ୍ପାଦନା]- ୧. ଠିକ ସେହିପରି —୧. Like that; just the same; in the same manner.
- ୨. ତଦ୍ରୂପହିଁ —୨. Similarly; just so; likewise.
- ୩. ସେହିପରି ମଧ୍ୟ —୩. So also.
- ୪. ଏବଂ ମଧ୍ୟ; ଆହୁରି ମଧ୍ୟ —୪. And also.
ବିଶେଷଣ -
[ସମ୍ପାଦନା]ସେହି ପ୍ରକାରର; ତଦ୍ରୂପ —Similar.