Jump to content

ତଥ୍ୟବାଦୀ

ଉଇକିଅଭିଧାନ‌ରୁ

ତଥ୍ୟବାଦୀ

ଉଚ୍ଚାରଣ

[ସମ୍ପାଦନା]
(ତଥ୍ୟାବାଦିନୀ—ସ୍ତ୍ରୀ) 

(ତଥ୍ୟାଭାଷୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତଥ୍ୟ+ବଦ୍ ଧାତୁ=କହିବା+ଇନ୍)

[ସମ୍ପାଦନା]

ଯଥାର୍ଥବାହୀ; ପ୍ରକୃତବାଦୀ; ଯେ ପ୍ରକୃତ କଥା କହେ, ସତ୍ୟବାଦୀ —Plain spoken; one who speakes out the truth; one who calls a spade; a spade; truthful.