Jump to content

ତଦତଜୀବନ

ଉଇକିଅଭିଧାନ‌ରୁ

ତଦତଜୀବନ

ଉଚ୍ଚାରଣ

[ସମ୍ପାଦନା]
(ତଦ୍ଗତଜୀବନା—ସ୍ତ୍ରୀ) 

(ତଦ୍ଗତପ୍ରାଣ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. [ତତ୍ (ତହିଁରେ) ଗତ (ଆସକ୍ତ ହୋଇଛି) ଜୀବନ (ଯାହାର; ବହୁବ୍ରୀହି)]

[ସମ୍ପାଦନା]

ତାହାଙ୍କଠାରେ ଯାହାଙ୍କର ପ୍ରାଣ ଆସକ୍ତ —Having one's life completely attached or devoted to him, her or it.