Jump to content

ତଦନୁକାରୀ

ଉଇକିଅଭିଧାନ‌ରୁ

ତଦନୁକାରୀ

ଉଚ୍ଚାରଣ

[ସମ୍ପାଦନା]
(ତଦନୁକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ତଦ୍+ଅନୁ+କୃ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]

ତାଙ୍କ ବା ତାହାର ଅନୁସାରେ ଯେ ଚଳେ; ତାଙ୍କ ବା ତାହାର ମତାବଲମ୍ୱୀ ବା ଭାବାବଲମ୍ୱୀ — Following him or that; imitating him or that.