ତଦବସ୍ଥ
ଦେଖଣା
ତଦବସ୍ଥ
ଉଚ୍ଚାରଣ
[ସମ୍ପାଦନା](ତଦବସ୍ଥା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହ; ତଦ୍+ଅବସ୍ଥା)
[ସମ୍ପାଦନା]- ୧. ସେହି ଅବସ୍ଥାପ୍ରପ୍ତ; ପୂର୍ବଭାବାପନ୍ନ; ତାହା ପରି ଅବସ୍ଥା ପ୍ରାପ୍ତ — ୧. Having attained that condition; so circumstanced; thus situated.
- ୨. ତଦ୍ରୂପ —୨. Similar to that.
- ୩. ଅବିକଳ ସେହି —୩. Identical; same.
- ୪. (ଗଣିତ ପରିଭାଷା) ପୌନଃପୁନିକ ଦଶମିକରେ ଯେଉଁ ଦଶମିକାଂଶରେ ପୌନଃପୁନିତ ଚିହ୍ନ ନ ଥାଏ — ୪. (mathematics) Non-recurring portion of a mixed recurring decimal.
(ଯଥା—୯୨୩୫୭:ରେ ୩୫: ତଦବସ୍ଥ ଅଟେ)