Jump to content

ତଦମନା

ଉଇକିଅଭିଧାନ‌ରୁ

ତଦମନା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ତତ୍+ଅମନା)

[ସମ୍ପାଦନା]

ତହିଁରେ ଅମନୋଯୋଗୀ — Inattentive in that.

ମାନାତ୍ମଜେ ଜୟକେତୁ ବନ୍ଧାଇବି କେଉଁ ପାପୁଁ ହେଲିତଦମନା ଭଞ୍ଜ. ପ୍ରେମସୁଧାନିଧି