ତଦର୍ଥ
ଦେଖଣା
ତଦର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. ବିଶେଷଣ - (ସଂସ୍କୃତ - ତଦର୍ଥ)
[ସମ୍ପାଦନା]ସେଥିଲାଗି; ତନ୍ନିମିତ୍ତ — On that account; for that purpose.
ସଂସ୍କୃତ - ବିଶେଷ୍ୟ - (ତତ୍+ଅର୍ଥ)
[ସମ୍ପାଦନା]- ୧. ସେହି ଅର୍ଥରେ — ୧. That meaning.
- ୨. ସେହି କାରଣ —୨. That reason.
ବିଶେଷଣ -
[ସମ୍ପାଦନା]ସେହି ଅର୍ଥଯୁକ୍ତ — Having that meaning or purpose.