ତଦର୍ପିତ
ଦେଖଣା
ତଦର୍ପିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତଦ୍=ତାହାଙ୍କୁ; ତାହାଙ୍କଦ୍ୱାରା, ତାହାଙ୍କଠାରେ +ଅର୍ପିତ=ଦତ୍ତ, ନ୍ୟସ୍ତ)
[ସମ୍ପାଦନା]- ୧. ତାହାଙ୍କୁ ପ୍ରଦତ୍ତ — ୧. Given to him.
- ୨. ତାହାଙ୍କଠାରେ ନ୍ୟସ୍ତ —୨. Offered to him.
- ୩. ତାହାଙ୍କ ଉଦ୍ଦେଶ୍ୟରେ ଉତ୍ସୁଷ୍ଟ —୩. Dedicated to his or her or its service or cause.
- ୪. ତାହାଙ୍କଦ୍ୱାରା ଦତ୍ତ —୪. Given byhim or her.