ତଦର୍ପିତପ୍ରାଣ
ଦେଖଣା
ତଦର୍ପିତପ୍ରାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତତ୍=ତାହାଙ୍କଠାରେ+ଅର୍ପିତ ହୋଇ ଅଛି(+ପ୍ରାଣ) (ଯାହାର); ବହୁବ୍ରୀହି)
[ସମ୍ପାଦନା]ତାହାଙ୍କଠାରେପ୍ରାଣ ସମର୍ପଣ କରିଥିବା; ତଦ୍ଗତପ୍ରାଣ — Having one's life devoted to him, her ot it.
[ଦ୍ରଷ୍ଟବ୍ୟ —ଏହିପରି ତଦର୍ପିତମନା; ତଦର୍ପିମନୋବୁଦ୍ଧି, ତଦର୍ପିତ— ଜୀବନ ଇତ୍ୟାଦି ପଦ ନିଷ୍ପନ୍ନ ହୁଏ]
ସଂସ୍କୃତ - ବିଶେଷ୍ୟ -(ତଦର୍ପିତ=ତାହାଙ୍କୁ ଅର୍ପିତ ହୋଇଥିବା+ପ୍ରାଣ; କର୍ମଧା)
[ସମ୍ପାଦନା]ତାଙ୍କୁଉତ୍ସର୍ଗ କରାଯାଉଥିବା ଜୀବନ — Life dedicated to him.