ତଦାକାରିତ ଚିତ୍ତବୃତ୍ତି
ଦେଖଣା
ତଦାକାରିତ ଚିତ୍ତବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତଦାକାରିତ+ଚିତ୍ତବୃତ୍ତି; କର୍ମଧା)
[ସମ୍ପାଦନା]ସେହିରୂପରେ ମିଳିତ ହୋଇ ଥିବା ବୁଦ୍ଧି —Mental faculity assimilated to that form.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଯାହାର ବୁଦ୍ଧି ତାହାର ଆକାରରେ ନିବିଷ୍ଟ ହୋଇଅଛି —Having one's mind fully devoted to that form.