ତଦୁତ୍ତରେ
ଦେଖଣା
ତଦୁତ୍ତରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ତହିଁରେ ଉତ୍ତର ଦିଗରେ — ୧. To the north of that.
- ୨. ତହିଁରେ ଉତ୍ତରସ୍ୱରୂପ —୨. In reply to that.
ଦେଶଜ - ଅ. (ଭଉଁରିଆରେ ବ୍ୟବହୃତ ଭାଷା)
[ସମ୍ପାଦନା]ପୂର୍ବୋକ୍ତ ଜମିର ଉତ୍ତରରେ (ଏଥିରେ ସାଙ୍କେତିକ ତ:ଉ: ତ:ଉ:—ଦେଖ) — North of the last plot.