Jump to content

ତଦୁପରି

ଉଇକିଅଭିଧାନ‌ରୁ

ତଦୁପରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ତତ୍+ଉପରି; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ତାହା ଉପରେ; ତହିଁରେ ଉର୍ଦ୍ଧ୍ୱରେ — ୧. Above him; her or that; over that; upon that.
୨. ତହିଁରୁ ଅଧିକା —୨. In addition to that.