Jump to content

ତଦୂର୍ଦ୍ଧ୍ୱ

ଉଇକିଅଭିଧାନ‌ରୁ

ତଦୂର୍ଦ୍ଧ୍ୱ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତତ୍+ଊର୍ଦ୍ଧ୍ୱ)

[ସମ୍ପାଦନା]
୧. ତହିଁର ଉପରେ — ୧. The top of that.
୨. ତହୁଁ ଅଧିକା —୨. Excess of that.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ତହିଁର ଉପରେ ସ୍ଥିତ —୧. Situated above that.
୨. ତହୁଁ ଅଧିକ —୨. More than that.

ସଂସ୍କୃତ - କ୍ରି. ବିଶେଷଣ - (ସଂସ୍କୃତ - ତଦୂର୍ଦ୍ଧ୍ୱଂ)

[ସମ୍ପାଦନା]
୧. ତାକୁ ବଳି — ୧. In excess of that.
୨. ତାକୁ ଅତିକ୍ରମ କରି; ତଦୂପରି — ୨. Beyond that; above that.