Jump to content

ତଦେକ

ଉଇକିଅଭିଧାନ‌ରୁ

ତଦେକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତତ୍+ଏକ; ତାହା ହୋଇଅଛି ଏକ (ଅଭିନ୍ନ) ଯାହାଠାରୁ; ବହୁବ୍ରୀହି)

[ସମ୍ପାଦନା]

ତାହା ସହିତ ଏକଭାବାପନ୍ନ; ତଦ୍ରୂପ; ତତ୍ସ୍ୱରୂପ —Similar to that.